ଦୀର୍ଘ ୩୦ ବର୍ଷ ପରେ କୋର୍ଟଙ୍କ ଅନୁମତି ପରେ ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହେଲା ପୂଜାର୍ଚ୍ଚନା
କୋର୍ଟଙ୍କ ଅନୁମତି ପରେ ବିଳମ୍ବିତ ରାତ୍ର ସମୟରୁ ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହୋଇଛି ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା । କଡା ସୁରକ୍ଷା ଭିତରେ ମସଜିଦର ବ୍ୟାସ ଜୀ କା ତେହଖାନା ବା ବେସମେଣ୍ଟରେ ଏହି ପୂଜା କରାଯାଇଛି । ଆଜି ଭୋର ସମୟରେ ମଙ୍ଗଳ ଆଳତୀ କରାଯାଇଛି । ଗତକାଲି ବାରଣାସୀ କୋର୍ଟ…