କଂଗ୍ରେସ ମହାସଚିବଙ୍କ ୩ ଦିନିଆ ୟୁପି ଗସ୍ତ, ଟାର୍ଗେଟରେ ଯୋଗୀ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ସମସ୍ତ ରାଜନୈତିକ ଦଳ ନିଜ ଅସ୍ତିତ୍ବ ଜାହିର କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ଅନ୍ୟ ଦଳ ପରି କଂଗ୍ରେସ ମଧ୍ୟ ୟୁପିରେ ନିଜ ସଙ୍ଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଲାଣି । କଂଗ୍ରେସ ମହାସଚିବ…