ସରକାରୀ ଆଦେଶକୁ ଅବମାନନା କରୁଛି ଘରୋଇ ଇଂଜିନିୟରିଂ କଲେଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ନିର୍ଦ୍ଦିଷ୍ଟ ଘରୋଇ ଇଂଜିନିୟରିଂ କଲେଜ ପରୀକ୍ଷା ଆଳରେ କର୍ମଚାରୀଙ୍କୁ ଏକତ୍ରିତ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କର୍ମଚାରୀଙ୍କୁ ଅଫିସ ଆସିବାକୁ ଓ ଉପସ୍ଥାପନ ଦେବାପାଇଁ ବାଧ୍ୟ କରାଯାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳୁଛି । ଯାହାକି…