ଖରାଦିନିଆ ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ସମୀକ୍ଷା
ଖରାଦିନିଆ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ । ଓଡ୍ରାଫ ଓ ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ଖରାଦିନେ ବାତ୍ୟା ତାଣ୍ଡବ ରଚୁଥିବାରୁ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ୪ ବର୍ଷ ହେଲା ପ୍ରତି ବର୍ଷ…