Browsing Tag

Prime Minister Modi first released the 17th installment of PM Kisan Nidhi for farmers

ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ କୃଷକଙ୍କ ପାଇଁ ପିଏମ କିଷାନ ନିଧିର ୧୭ତମ କିସ୍ତି କଲେ ପ୍ରଦାନ

ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ କାଗଜପତ୍ରରେ ନିଜର ପ୍ରଥମ ଦସ୍ତଖତ କରିଛନ୍ତି । ଏଥିସହ ପିଏମ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ କରିବା ପାଇଁ ମୋଦୀ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତଦନୁଯାୟୀ ୯.୩ କୋଟି ଚାଷୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ମିଳିବ ।…