ଡ୍ରୋନ ଦିଦି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ,୧୫ହଜାର ମହିଳା ଏସଏଚଜିଙ୍କୁ ମିଳିବ ଡ୍ରୋନ୍
ଡ୍ରୋନ ଦିଦି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ତିନି ବର୍ଷ ପାଇଁ ୧୫ହଜାର ମହିଳା ଏସଏଚଜିଙ୍କୁ ଡ୍ରୋନ ଦିଆଯିବ । କୃଷି କ୍ଷେତ୍ରରେ ଏହି ଡ୍ରୋନ ବ୍ୟବହାର କରାଯିବ । ଏହା କ୍ଷେତ୍ରରେ କୀଟନାଶକ ସିଞ୍ଚନରେ ସହାୟକ ହେବ । ଏହି ଯୋଜନା ଦ୍ବାରା ଏସଏଚଜିଗୁଡ଼ିକ…