Browsing Tag

Prices of dairy products to increase from May

ମେ’ ପହିଲାରୁ ବଢିବ ଦୁଗ୍ଧଜାତୀୟ ଦ୍ରବ୍ୟର ମୂଲ୍ୟ

ମେ' ପହିଲାରୁ ଛେନା, ପନିର, କଞ୍ଚା ଖୁଆର ପାଇକାରୀ ଦର ବୃଦ୍ଧି ହେବ । ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ବର୍ଦ୍ଧିତ ଦର ଅନୁଯାୟୀ ଛେନା କିଲୋ ପିଛା ୧୯୫ ଟଙ୍କା, ପନିର କିଲୋ ପିଛା ୨୫୫ ଟଙ୍କା, କଞ୍ଚା ଖୁଆ କିଲୋ ପିଛା ୩୨୦ ଟଙ୍କାରେ ବିକ୍ରି ହେବ ।…