ଇଦ୍ ଉଲ୍ ଫିତର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁସଲମାନ ଭାଇଭଉଣୀ ମାସେ ଧରି ରୋଜା ରଖିବା ପରେ ମଙ୍ଗଳବାର ଚାନ୍ଦ ଦର୍ଶନ ସହିତ ରୋଜା ଭଙ୍ଗ କରିଥିଲେ । ରମଜାନ ମାସ ପରେ ବୁଧବାର ପାଳନ କରାଯାଇଛି ଇଦ୍-ଉଲ୍-ଫିତର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍-ଉଲ୍-ଫିତର ଉପଲକ୍ଷେ…