୨୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡିଶା ଗସ୍ତ ବେଳେ ଟ୍ରେନରେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନରେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ୨୦ ତାରିଖ ଅପରାହ୍ଣ ଗୋଟାଏ ୫୫ ମିନିଟରେ ବାରିପଦାରେ ପହଞ୍ଚବେ ରାଷ୍ଟ୍ରପତି।
ସର୍ବଭାରତୀୟ ସାନ୍ତାଳି ଲେଖକ ସମାବେଶରେ ଯୋଗଦେବେ।…