ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍, ସେନାର ମେଜରଙ୍କୁ ନିଲମ୍ବିତ କଲେ ରାଷ୍ଟ୍ରପତି
ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ନିଲମ୍ବିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ୩୧ ଅକ୍ଟୋବରରେ ପ୍ରତିରକ୍ଷା…