ପାଟକୁରା ପାଇଁ ଜୋରଦାର ପ୍ରସ୍ତୁତି, ଖୁବଶିଘ୍ର ଘୋଷଣା ହେବ ନିର୍ବାଚନ ତାରିଖ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ବନ୍ଦ ରହିଥିବା ବେଳେ ସେହି ଆସନ ହାତେଇବା ପାଇଁ ୩ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ଉଦ୍ୟମ ଚଳାଇଛନ୍ତି । କଂଗ୍ରେସ ମଧ୍ୟ ନିର୍ବାଚନ ଜିତିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏଠାରେ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ…