ଶାରୀରିକ ସମ୍ପର୍କ ପରେ ଠକିଦେଲା ପ୍ରେମିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ । ପ୍ରେମିକକୁ ନିଜ ସାତ ଜନମର ସାଥୀ ଭାବି ନେଇଥିଲେ ପ୍ରେମିକା । ବିଶ୍ୱାସରେ ପ୍ରେମିକ ଆଗରେ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ । ମନ, ପ୍ରାଣ, ହୃଦୟ ସବୁ ଅଜାଡ଼ି ଦେଇଥିଲେ । ଧୋକାବାଜ୍ ପ୍ରେମିକର କିନ୍ତୁ…