ରାଣୀ ପ୍ରତ୍ୟୁଷା ବଦଳେଇଲେ ନିଷ୍ପତ୍ତି ହାତ ନୁହେଁ ଧରିଲେ ପଦ୍ମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଣୀ ପ୍ରତ୍ୟୁଷା ଦେବୀ ଆଜି ବଜେପିରେ ଯୋଗ ଦେଇଛନ୍ତି । କିଛିଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ପରେ ପ୍ରତ୍ୟୁଷା ୨୩ ତାରିଖରେ କଂଗ୍ରେସରେ ଯୋଗଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ମାତ୍ର ଆଜି ହଠାତ…