Browsing Tag

pranab mukharjee

ଫୁସଫୁସ୍ ସଂକ୍ରମଣ ଯୋଗୁ ବିଗୁଡ଼ୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ହସ୍ପିଟାଲ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଫୁସଫୁସରେ ସଂକ୍ରମଣ ହେବାପରେ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଛି। ସେ ଏବେ ଭେଣ୍ଟିଲେଟରରେ ଥିବାବେଳେ…