ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛି ଏଥିରେ କିଛି ଭୁଲ୍ ନାହିଁ : ପ୍ରମିଳା
ମୋ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ଆଗକୁ କୌଣସି ଅସୁବିଧା ହେଲେ ଶୁଣିବି ନାହିଁ ବୋଲି ଜନତାଙ୍କୁ ଧମକ ଦେଇଥିଲେ ବିଞ୍ଝାପୁର ବିଧାୟିକା ପ୍ରମିଳା ମଲ୍ଲିକ । ଏହି ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ, ଆମ ଦଳୀୟ ପ୍ରାର୍ଥୀଙ୍କ…