Browsing Tag

pradeep majhi

ହାତ ଛାଡି ଶଙ୍ଖ ଫୁଙ୍କିବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ବିଜେଡିରେ ସାମିଲ ହେବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । କଂଗ୍ରେସ ଦଳ ଛାଡିବା ପରେ କେଉଁ ଦଳକୁ ଯିବେ ପ୍ରଫୁଲ ତାହାକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ତେବେ ସାମ୍ବାଦିକ ସମ୍ମିଳନୀ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କହିଛନ୍ତି, ଆସନ୍ତା ୧୦ତାରିଖରେ ସେ ବିଜୁ ଜନତା…

ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି ବୋଲି ପ୍ରଦୀପ ମାଝୀ କହିଛନ୍ତି । ରବିବାର…

ମହଙ୍ଗା ପଡିଲା ବିବାଦୀୟ ବୟାନ, ନିଜ ଆଡୁ ମାମଲା ରୁଜୁ କଲା ପୁଲିସ

ଓଡିଶା ଫାଷ୍ଟ( ବ୍ୟୁରୋ ): ଗତକାଲି ନବରଙ୍ଗପୁର ବନ୍ଦବେଳେ ବିବାଦୀୟ ବୟାନ ଦେଇ ସମାଲୋଚିତ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କଲା ନବରଙ୍ଗପୁର ପୁଲିସ । ହିଂସାକୁ ଉସକେଇବା ଅଭିଯୋଗରେ ନବରଙ୍ଗପୁର ଟାଉନ ଥାନାରେ ନିଜ ଆଡୁ ମାମଲା ରୁଜୁ କଲା ପୁଲିସ ।…