ମୁଁ ହତାଶ ପ୍ରେମିକ ନୁହେଁ କାହିଁକି କହିଲେ ମହାରଥୀ, ପଢନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀ ପୁଣି ଚର୍ଚ୍ଚାରେ । ତାଙ୍କୁ ମନ୍ତ୍ରୀପଦ ନମିଳିବା ଉପରେ କିଛି ସାମ୍ବାଦିକ ପ୍ରଶ୍ନ କରିବାରୁ ସେ ନିଜ କଥାକଥିତ ଅନ୍ଦାଜରେ 'ମୁଁ ହତାଶ ପ୍ରେମିକ ନୁହେଁ' କହି ଉତ୍ତର ରଖିଛନ୍ତି । ଅନେକ ଦିନରୁ ଚୁପ ରହିଥିବା ମହାରଥୀ ଆଜି ନିଜ ତୁଣ୍ଡ…