Browsing Tag

Poster issue

ସରପଞ୍ଚ ପ୍ରାର୍ଥିନୀଙ୍କ ପୋଷ୍ଟରରେ ନିଜ ଫଟୋ ରଖି କାର୍ଯ୍ୟରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୁଢ଼ିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି ଯାଜ୍ଞସେନି ପଣ୍ଡା । ତାଙ୍କ ସ୍ୱାମୀ ହେଉଛନ୍ତି ସଞ୍ଜୟ କୁମାର ପଣ୍ଡା । ସଞ୍ଜୟ ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ସଞ୍ଜୟଙ୍କ ଫଟୋ ପଞ୍ଚାୟତ ନିର୍ବାଚନରେ…