ଆସିଲା ମହିଳା ASI ଆଲିଶା ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଏଭଳି ଭାବେ ହୋଇଥିଲା ମୃତ୍ୟୁ
ରାଉରକେଲାର ମହିଳା ASI ଆଲିଶା ନରମି ଲୁଗୁନଙ୍କ କେମିତି ହେଲା ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ । ବରଂ ତାଙ୍କ ଶରୀରର ଅତ୍ୟଧିକ ହରମୋନ୍ କ୍ଷରଣ…