ଚୀନକୁ ପଛରେ ପକାଇବ ଭାରତ
ଭାରତରେ ଅନିୟନ୍ତ୍ରିତ ଭାବରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କୌଣସି ନୀତି ନିର୍ଦ୍ଧାରଣ ହୋଇନଥିବା ବେଳେ ସୋମବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ପ୍ରତ୍ୟେକଙ୍କୁ ଚିନ୍ତାରେ ପକାଇଛି । ଏହି ରିପୋର୍ଟ ମୁତାବକ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସର୍ବାଧିକ…