ରାଜନୈତିକ ହିଂସା, ସରପଞ୍ଚଙ୍କ ଘର ପୋଡ଼ିଲେ ଦୁର୍ବୃତ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଲା । ଅନେକ ସ୍ଥାନରେ ଆଶାୟୀ ଦଳୀୟ ଟିକେଟ ନପାଇ ଅସନ୍ତୁଷ୍ଟ ହେବା ସହ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା ସବୁଠାରୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ଏତିକିରେ କଥା…