ପୋଲିସ-ମାଓବାଦୀ ଗୁଳି ବିନିମୟ
ପୋଲିସ-ମାଓବାଦୀ ଗୁଳି ବିନିମୟ । ବରଗଡ଼ ଜିଲ୍ଲା ପାଇକମାଳ ଜଙ୍ଗଲରେ ମୁହାଁମୁହିଁ । ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଛି । ପାଇକମାଳ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ଏତିକିବେଳେ ଉଭୟ ପକ୍ଷ ମଧ୍ୟରେ…