Browsing Tag

Police constable committed suicide

ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ, କାରଣ ଅସ୍ପଷ୍ଟ

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଆଇଆରବି ବାଟାଲିୟନର ପୋଲିସ କନେଷ୍ଟବଳ । ମୃତ କନେଷ୍ଟବଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ପୋଲିସ ବିଭାଗର ଆଇଆରବି ବାଟାଲିୟନରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ…