ଭୁବନେଶ୍ୱରରେ ୬୦ ଏସ୍ଆଇ ଏବଂ ଏଏସ୍ଆଇଙ୍କ ବଦଳି
ଭୁବନେଶ୍ୱର ୨୧।୦୯: କମିଶନରେଟ୍ ପୋଲିସର ବଡ଼ଧରଣର ଅଦଳବଦଳ ହୋଇଛି । ଏହିକ୍ରମରେ ୬୦ଜଣ ଏସ୍ଆଇ ଓ ଏଏସ୍ଆଇଙ୍କୁ ବଦଳି କରାଯାଇଛି । କମିଶନରେଟ୍ ପୋଲିସର ଥିବା ବିଭିନ୍ନ ଥାନାରୁ ଅନ୍ୟ ଥାନାକୁ ବଦଳି କରାଯାଇଛି ।
ତେବେ ବଦଳି ହୋଇଥିବା ଅଧିକାରୀମାନେ ହେଉଛନ୍ତି, କ୍ୟାପିଟାଲ ଥାନାରୁ…