୧୦ ଟଙ୍କା ଦେଇ ଏମିତି ଲକ୍ଷେ ଟଙ୍କାର ଅଳଙ୍କାର କିଣୁଥିଲେ ଏମବିଏ ପଢ଼ୁଆ ଯୁବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡ୍ ଓ ତମାଣ୍ଡୋ ପୋଲିସ କବଜାରେ ହାଇ ପ୍ରୋଫାଇଲ ଠକ । କୋଲକାତାରୁ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଠକ ଜଣକ ଦେଶ ସାରା ବିମାନରେ ବୁଲି ବୁଲି ଠକେଇ କରୁଥିବା ଜଣାପଡ଼ିଛି । ମାୟାନଗରୀ ମୁମ୍ବାଇରୁ ନେଇ କୋଲକାତା, ଦିଲ୍ଲୀରୁ…