କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କ ‘ଏ ସ୍ଲାଇସ୍ ଅଫ୍ ନାଇଟ୍’ ଉନ୍ମୋଚିତ
ଭୁବନେଶ୍ୱର : ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନରେ ସେ ଇଂରାଜୀ ଅନୁବାଦ ‘ଏ ସ୍ଲାଇସ୍ ଅଫ୍ ନାଇଟ୍’ ୬ଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ୍ରେ ଉନ୍ମୋଚିତ ହୋଇଯାଇଛି । ଡ. ପଣ୍ଡାଙ୍କ ଓଡ଼ିଆ କବିତାର ଅନୁବାଦିତ ପୁସ୍ତକକୁ ପ୍ରଖ୍ୟାତ ଇଂରାଜୀ ଓ ବଙ୍ଗଳା ଲେଖକ…