ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଂଉଟ ହ୍ୟାକ୍ ହୋଇଛି। ଗତକାଲି ରାତ୍ରି ପ୍ରାୟ ୩ଟା ୧୫ ମିନିଟରେ ହ୍ୟାକ୍ ହୋଇଥିବା ଜଣାପଡିଛି। ବ୍ୟକ୍ତିଗତ ଆକାଂଉଟରେ ଅଛନ୍ତି ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ଆକାଉଣ୍ଟ ହ୍ୟାକ୍ ହେବା…