Browsing Tag

PM Narendra Modi

ପିଏମ୍‌ କିଷାନ୍‌ ନିଧି ଯୋଜନାର ଶୁଭାରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ ହୋଇଛି । ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୋଦି ଏଠାରେ ଯୋଗଦେଇ ମୋଦି କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ…

୫ ହୁରିୟତ୍ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ କଲେ କେନ୍ଦ୍ରସରକାର !

ଓଡିଶା ଫାଷ୍ଟ(ବ୍ୟୁରୋ): କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ । ସମଗ୍ର ବିଶ୍ୱ ଏହାର ନିନ୍ଦା କରିବା ସହ ଆତଙ୍କବାଦକୁ ଦମନ କରିବାକୁ ଏକ ସାଙ୍ଗରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଭାରତ ନିଜର ୪୦ରୁ ଉର୍ଦ୍ଧ ଯବାନଙ୍କୁ…

ବିରୋଧୀଙ୍କ ମହାମେଣ୍ଟକୁ ମହାମିଲାବଟ କହିଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାରକୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଦଳଗୁଡ଼ିକ ମହାମେଣ୍ଟ ଗଠନ କରିଛନ୍ତି । ତେବେ ବିରୋଧୀଙ୍କ ଏହି ମହାମେଣ୍ଟକୁ ମହାମିଲାବଟ (ମହାଦୁର୍ନୀତି) କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାୟପୁରର କୋଦାଟରାଇଠାରେ ଶୁକ୍ରବାର…

୪୫ ବର୍ଷର ରେକର୍ଡ ଭାଙ୍ଗିଲା ବେକାରୀ ହାର, ମୋଦିଙ୍କୁ ଅତ୍ୟାଚାରୀ ଶାସକ କହିଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନ୍‌ଡିଏ ଶାସନ କାଳରେ ଦେଶରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା କେନ୍ଦ୍ର ସରକାର ଚାରିଆଡେ ପ୍ରଚାର ଚଳାଇଥିବା ବେଳେ ଏହାର ପ୍ରକୃତ ଚିତ୍ର ପଦାକୁ ଆସିଛି । ୨୦୧୭-୧୮ ବର୍ଷରେ ଦେଶର ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ବେକାରୀ ହାର ଦେଶରେ ୬.୧%…

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏକ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିବାଦୀୟ ଜମି ବାହାରେ ଥିବା ଅଣ-ବିବାଦୀୟ ଜମିଗୁଡ଼ିକୁ ଛାଡ଼ି ଦେବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ…

ନିରାବତାରେ ମୋଦିଙ୍କ ହ୍ୟାଟ୍ରିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରାବତାରେ ମୋଦିଙ୍କ ହ୍ୟାଟ୍ରିକ । ଥରେ ନୁହଁକି ଦିଥର ନୁହଁ ଏଇ ମାସେ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଲେଣି ତିନିଥର । ନିର୍ବାଚନ ସମୟ ସମସ୍ତେ ଭାବୁଥିଲେ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ ହେବ । ରାଜ୍ୟସରକାର ଓ ନବୀନ ପଟ୍ଟନାୟକଙ୍କୁ କଠୋର ସମାଲୋଚନା ହେବ ।…

ସିବିଆଇ କନ୍ଦଳ: ପୁନଃ ଅବସ୍ଥାପିତ ହେବାର ଦିନେ ପରେ ଆଲୋକ ବର୍ମା ପଦଚ୍ୟୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ ପୁନଃ ଅବସ୍ଥାପିତ କରିବାର ଦିନେ ପରେ ତାଙ୍କୁ ପଦଚ୍ୟୁତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ ଚୟନ କମିଟି ବୈଠକରେ…

ବାରିପଦା ରେ ମୋଦୀ ଙ୍କ ସମାବେଶକୁ ପାଣିଚିଆ କରିବ ପୁରୀ ର ନବୀନଙ୍କ ମହିଳା ସମାବେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ କୁ ଆଉ ରହିଲା ୧୦୦ରୁ କମ ଦିନ । ତେଣୁ ପ୍ରତେକ ଟି ଦିନ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ମୂଲ୍ୟବାନ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଲୋଭାଇବା ବା ନିଜ ଆଡକୁ ଆକର୍ଷିତ କରିବାର କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନାହାନ୍ତି ଏହି…

ରାଜ୍ୟ ସରକାର କୁ ସିଧାସଳଖ ଆକ୍ରମଣ ନକରି ମାପିଚୁପି ଭାଷଣ ଦେଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪ ହଜାର ୫ଶହ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରି ଅପରାହ୍ନରେ ଫେରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ…

୨୦୦୨ ଗୁଜରାଟ ଦଙ୍ଗା, ମୋଦିଙ୍କ ବିରୋଧରେ ଶୁଣାଣି ୧୯ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୦୨ ମସିହା ଗୁଜରାଟର ଗୋଧ୍ରା ଦଙ୍ଗାର ପରବର୍ତ୍ତୀ ହିଂସାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସମ୍ପୃକ୍ତି ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିଶନର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ । ଜଷ୍ଟିସ୍‌…