Browsing Tag

PM Narendra Modi

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ୧୨ଟାରେ ଦିଲ୍ଲୀରେ ପହଞ୍ଚିବେ । ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ସମ୍ଭାବନା…

ଘୋଷଣାର ୨୪ଘଣ୍ଟା ମଧ୍ୟରେ ମିଳିଲା ସହାୟତା ରାଶି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଅମ୍ପନରେ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ୫୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ମାତ୍ର ଆଜି ଏହି ସହାୟତା ରାଶି ପହଞ୍ଚି ଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ…

କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ମଧ୍ୟସ୍ଥତାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଅନୁରୋଧ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ଗସ୍ତ କରିଥିବା ସମୟରେ ଟ୍ରମ୍ପ ଏମିତି ଏକ ମନ୍ତବ୍ୟ…

ମୋଦି ଦେଶ ବିଭାଜନ କରୁଛନ୍ତି, ଏହା ବିରୁଦ୍ଧରେ ଲଢେଇ ଜାରି ରଖିବି : ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦିଙ୍କ ବିରୁଦ୍ଧରେ ଜାରି ରହିବ ଲଢ଼େଇ । ମୋଦି ଦେଶ ବିଭାଜନ ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି । କେନ୍ଦ୍ରରେ ମୋଦି ସରକାର ଗଠନ ପରେ ଏଭଳି ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଥମ ଥର କେରଳ ରୋଡ ସୋ’ରୁ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ: ନିରଞ୍ଜନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମାନେ ବାରମ୍ବାର ଓଡିଶା ଗସ୍ତ କରିବା ସହ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁ ନ ଥିବା ନେଇ ସମାଲୋଚନା କରୁଥିଲେ । ଅନ୍ୟପଟେ ଆୟୁଷ୍ମାନ ଯୋଜନାର ବିକଳ୍ପ ଭାବେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ଯୋଜନା ଆଣିଥିଲେ । ଏଥିସହ…

ଇଦ୍‌ ଉଲ୍‌ ଫିତର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁସଲମାନ ଭାଇଭଉଣୀ ମାସେ ଧରି ରୋଜା ରଖିବା ପରେ ମଙ୍ଗଳବାର ଚାନ୍ଦ ଦର୍ଶନ ସହିତ ରୋଜା ଭଙ୍ଗ କରିଥିଲେ । ରମଜାନ ମାସ ପରେ ବୁଧବାର ପାଳନ କରାଯାଇଛି ଇଦ୍‌-ଉଲ୍‌-ଫିତର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍‌-ଉଲ୍‌-ଫିତର ଉପଲକ୍ଷେ…

ଶପଥ ଗ୍ରହଣ ପୂର୍ବରୁ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ କରିବା ପୂର୍ବରୁ ମୋଦି ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ରାଜଘାଟରେ ପହଞ୍ଚି ସକାଳ ୭ଟାରେ ଜାତିର ପିତା ମହାତ୍ମା…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, ପ୍ରଧାନମନ୍ତ୍ରୀ ହେବି ବୋଲି କେବେ ଭାବି ନ ଥିଲି: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ସମୟ ଯୋଗୁ ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ରିଲିଜ ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ତେବେ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ବଲିଉଡ ତାରକା ଅକ୍ଷୟ କୁମାରଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁ ଏବେ ସୋସିଆଲ ମିଡ଼ିଆରେ ଚହଳ ପକାଇଛି । ଏହି ଇଣ୍ଟରଭ୍ୟୁ ଯୋଗେ…

ଓଡିଶାରୁ ବିଜେଡି ସରକାର ଯିବା ଓ ବିଜେପି ଆସିବା ନିଶ୍ଚିତ କହିଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅହମଦାବାଦରେ ଭୋଟ ଦେବା ପରେ ହେଲିକପ୍ଟର ଯୋଗେ ଆସି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାର କରିବା ପାଇଁ ମୋଦି ଓଡ଼ିଶାରେ ପହଞ୍ଚିଛନ୍ତି । ସ୍ଥାନୀୟ…

ପାର୍ଥିଙ୍କ ନା ବଦଳରେ ନିର୍ବାଚନ ମଣ୍ଡଳୀ ନା ନେଇ ନିରାଶ କଲେ ପ୍ରଧାନମନ୍ତ୍ରୀ !!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ତଳେ ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୋଡ ସୋ ଓ ସାଧାରଣସଭା ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ଯାହାକୁ ନେଇ ବିଜେପି ନେତା ଓ କର୍ମୀ ଖୁବ ଗର୍ବୀତ ଓ ଉତ୍ସାହିତ ହୋଇଥିଲେ । ଭାବିଥିଲେ ଏହି ରୋଡ ସୋ' ତାଙ୍କର ଭୋଟ ବ୍ୟାଙ୍କ ବୃଦ୍ଧି…