ମନ୍ତ୍ରୀ ନୁହେଁ ବାଣୀବିହାର ଛାତ୍ର ଭାବେ ପରିଚୟ ଦେଲେ ମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଉଚ୍ଚଶିକ୍ଷାର ଜନ୍ମସ୍ଥାନ ଭାବେ ପରିଚିତ ବାଣୀବିହାର ତାହାର ପ୍ଲାଟିନମ ଜୁବୁଲି ପାଳନ କରୁଛି । ଏହି ମହାକୁମ୍ଭରେ ଶିକ୍ଷାନୁଷ୍ଠାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଅରୁଣ…