Browsing Tag

Pintu Nanda was immersed in panchabhata

ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ

ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ। ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ୍‌ ଅଭିନେତାଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଭୁବନେଶ୍ୱରରୁ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବହୁ କଳାକାର, ଅଭିନେତା ଓ ସିନେପ୍ରେମୀ। ଶୋକାକୂଳ ପରିବେଶରେ ପିଣ୍ଟୁଙ୍କ ବଡ଼ ପୁଅ…