ଧସିଲା ଯମୁନୋତ୍ରୀ ରାଜପଥର; ଫସିଛନ୍ତି ୪୨୦୦ ତୀର୍ଥଯାତ୍ରୀ
ଉତ୍ତରକାଶୀ: ଯମୁନୋତ୍ରୀ ରାଜପଥର ୧୫ ମିଟର ରାସ୍ତା ଧସିଯାଇଛି। ଫଳରେ ବସ୍ ଯୋଗେ ଜାନକିଚଟିରୁ ବଡ଼କୋଟ ଆସୁଥିବା ପାଖାପାଖି ୧୨୦୦ ଯାତ୍ରୀ ଏବଂ ବଡ଼କୋଟରୁ ଜାନକିଚଟି ଅଭିମୁଖେ ଯାତ୍ରା କରୁଥିବା ୩୦୦୦ ଯାତ୍ରୀ ବଡ଼କୋଟ ଓ ସାୟନାଚଟି ମଧ୍ୟରେ ଫସି ରହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ…