Browsing Tag

Picnic bus overturned at Taptapani Ghat

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ ବସ୍‌, ୩୫ରୁ ଅଧିକ ଯାତ୍ରୀ ଆହତ

ନୂଆବର୍ଷ ପାଇଁ ପିକ୍‌ନିକ କରିବା ପାଇଁ ଯାଇଥିଲେ। ପିକ୍‌ନିକ ସାରି ଘରକୁ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ବସ୍‌ ଓଲଟି ପଡ଼ିଥିଲା। ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଭିତରେ ବହୁ ମହିଳା ଓ ଛୋଟ ଛୁଆ ରହିଛନ୍ତି। ଏବେ ଆହୁରି ଅନେକ ଯାତ୍ରୀ ବସ୍‌ ଭିତରେ ଫସି ରହିଥିବା ଅନୁମାନ…