ଭିନ୍ନକ୍ଷମ ମହିଳା ବଳାତ୍କାର ର ଶିକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମାନସିକ ରୋଗ ରେ ପିଡ଼ିତା ମହିଳା ହୋଇଛନ୍ତି ଯୌନ ଶୋଷଣ ର ଶିକାର। ଭୁବନେଶ୍ୱର ର ମଞ୍ଚେଶ୍ୱରର ଥାନା ଅଧିନସ୍ଥ ସମେଇଗାଡ଼ିଆ ରେ ଥିବା ବିକାଶ ଡିସେବଲ ଇନଷ୍ଟିଚ୍ୟୁଟ ର ମାଲିକ ଜୟନ୍ତ ପଣ୍ଡା ସେହି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ କରିଛନ୍ତି ଦୁଷ୍କର୍ମ।…