ପେଟ୍ରୋଲ ପମ୍ପରେ ବିସ୍ଫୋରଣର ବିସ୍ଫୋରକ ତଥ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଘଟିଥିବା ଛାତି ଥରାଇଲା ବିସ୍ଫୋରଣର ତଦନ୍ତ ରିପୋର୍ଟ ଆସିଯାଇଛି । ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ତଦନ୍ତ ସମୟରେ ଜଣା ପଡିଛି ବିସ୍ଫୋରଣର କାରଣ । ଗତକାଲି ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ଚାଲିଥିବା…