ରାସ୍ତାରେ ଚୁଲି ଫୁଙ୍କିଲେ ବିଜେଡ଼ି ନେତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାସ ଏବଂ ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦକୁ ବ୍ୟାପକ କରିଛି ବିଜେଡ଼ି । ରାଜ୍ୟର ଅନେକ ଅଞ୍ଚଳରେ ବିଜେଡ଼ିର ମହିଳା ନେତ୍ରୀମାନେ ପ୍ରତିବାଦ ଜାରି ରଖିଛନ୍ତି । ଆଜି ମହିଳା ବିଜେଡି ନେତା ଓ କର୍ମୀ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରୁଛନ୍ତି ।…