ବ୍ରହ୍ମ ମୂହୁର୍ତ୍ତରେ ଏହି କାମ କରୁଥିବା ଲୋକ ହୋଇଥାନ୍ତି ଅଧିକ ସୁଖୀ
ନିଦ୍ରାର ତ୍ୟାଗ ପାଇଁ ଏହି ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଜଣାଇଛନ୍ତି । ବ୍ରହ୍ମ ମୂହୁର୍ତ୍ତରେ ନିଦ୍ରା ପରିତ୍ୟାଗ କଲେ ସୌନ୍ଦର୍ଯ୍ୟ, ବିଦ୍ୟା, ବୁଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ଧାର୍ମିକ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଁଚିଛନ୍ତି ଯେ, ସୂର୍ଯ୍ୟ…