Browsing Tag

Peon arrested on charges of stealing money from charity fund of Shrimandir

ଶ୍ରୀମନ୍ଦିର ଦାନ ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ

ଦାନ ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ । ପୁରୀ ଜଗନ୍ନାଥ ମନ୍ଦିର ଦାନ ହୁଣ୍ଡିରୁ ୮୦୦ ଟଙ୍କା ଚୋରି ଅଭିଯୋଗରେ ପୋଲିସ ପିଅନ ସୁଶାନ୍ତ କୁମାର ରାଉତରାୟଙ୍କୁ ଗିରଫ କରିଛି । ଦାନ ହୁଣ୍ଡିରୁ ଟଙ୍କା କଢ଼ାଯାଇ ଗଣତି ବେଳେ ସୁଶାନ୍ତ ଚୋରି କରିଥିବା ଅଭିଯୋଗ ହୋଇଥିଲା । ମିଳିଥିବା…