ପେଙ୍ଗସୁଇ ପ୍ରଜାପତି : ଦାମ୍ପତ୍ୟ ଜୀବନକୁ ସରଳ ମଧୁରତା କରେ
ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ, ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା ହୋଇଥାଏ। ଏପରି ଘରର କାମନା ସଭିଏଁ କରିଥାଆନ୍ତି। ଏହା ପାଇଁ ଏକ ସରଳ ଉପାୟ ରହିଛି। ତାହା ହେଉଛି ପେଙ୍ଗସୁଇ…