Browsing Tag

Penalties will be imposed if women are not allowed to be the first passenger

ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ

ବସ୍‌ର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା । ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ । ଏନେଇ ସବୁ ଆରଟିଓମାନଙ୍କୁ ଚିଠି କଲେ ଏସିଟିଏ ସଚିବ । ଏନେଇ ନିୟମିତ ଯାଞ୍ଚ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ମହିଳାଙ୍କୁ ବାରଣ…