Browsing Tag

Paulownia

ପୁଲଓ୍ୱାମାରେ ସୁରକ୍ଷାବାହିନୀକୁ ବଡ ସଫଳତା, ଏନକାଉଣ୍ଟରରେ ୨ ଆତଙ୍କୀ ସଫା

ଓଡ଼ିଶା ଫାଷ୍ଟ (ବ୍ୟୁରୋ) :ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି ଭାରତୀୟ ଯବାନ । ଏବେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନାନୁସାରେ, ଗୁପ୍ତଚର ଏଜେନ୍ସିମାନେ ଖବର ପାଇଥିଲେ ଯେ ଆତଙ୍କବାଦୀମାନେ ନାଗବରଣ…