ପାଟକୁରା ନିର୍ବାଚନକୁ ଆଉ ମାତ୍ର କିଛିଦିନ, ଭାଙ୍ଗିଲା କଂଗ୍ରେସର ନିଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ଆଉ ମାତ୍ର ୧୦ ଦିନ ବାକିଅଛି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏଠାରେ ରାଜନୈତିକ ପାଣିପାଗ ଉଷ୍ମ ରହିଥିବା ବେଳେ ଏବେ ଆହୁରି ସରଗରମ ହୋଇଛି ରାଜନୀତି । ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଜୋରଦାର…