୧୯ରେ ପାଟକୁରା ନିର୍ବାଚନ, ପଢନ୍ତୁ କିଏ ହେବ ବିଜେଡି ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୯ରେ ହେବ ପାଟକୁରା ନିର୍ବାଚନ । ଏନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ପଟକୁରରୁ ବିଜେଡିର ନୂତନ ପ୍ରାର୍ଥୀ ହେବେ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁତ୍ର କିମ୍ବା ପତ୍ନୀ ।
ସୂଚନା ଅନୁଯାୟୀ, ଏଥର ବେଦପ୍ରକାଶ ଅଗ୍ରୱାଲ ପାଟକୁରାରୁ ବିଜେଡି…