Browsing Tag

Paralympian Pramod Bhagat To Receive Khel Ratna Award

ପ୍ରମୋଦ ଭଗତଙ୍କୁ ଆଜି ମିଳିବ ଖେଳରତ୍ନ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ପାରା ଅଲମ୍ପିଆନ୍ ପ୍ରମୋଦ ଭଗତ ଆଜି ପାଇବେ ଖେଳରତ୍ନ ପୁରସ୍କାର । ଏଥିସହ ୨ ଓଡ଼ିଆ ହକି ଖେଳାଳି ଅମିତ ରୋହି ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ଖେଳରତ୍ନ ପୁରସ୍କାର ପ୍ରଦାନ କରିବେ ।…