ସ୍କୁଲ ପିଲାଙ୍କ ସହ ମଧ୍ୟାନ ଭୋଜନ ଖାଇଲେ ୫-ଟି ସଚିବ ଭିକେ ପାଣ୍ଡିଆନ
ଓଡିଶା ଫାଷ୍ଟ(ବ୍ୟୁରୋ): ଦୁଇପଟେ କୁନି କୁନି ଛାତ୍ର ଛାତ୍ରୀ ତା ପାଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ସ୍କେବଳ ସ୍କୁଲ ପିଲାଙ୍କ ପାଖରେ ବସି ନାହାନ୍ତି, ସ୍କୁଲ ପିଲାଙ୍କ ପରି ଷ୍ଟିଲ ଥାଳିରେ ସେମାନଙ୍କ ସହ ବସି ମଧ୍ୟାନ ଭୋଜନ ଭାତ, ଡାଲମା ବି ଖୁସିରେ ଖାଉଛନ୍ତି । ଏମିତି ଦୃଶ୍ୟ ଆଜି…