ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ
ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ତିନିଥରର ପ୍ରଧାନମନ୍ତ୍ରୀ ସରିଫଙ୍କୁ ସ୍ବାଗତ ଲାଗି ହୋଇଛି ବ୍ୟାପକ ବ୍ୟବସ୍ଥା । ଚାରିବର୍ଷର ଆତ୍ମନିର୍ବାସନ ପରେ ସେ ସ୍ବଦେଶ ଫେରିଛନ୍ତି । ଅଜିଜିଆ ଓ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ଜାମିନ ପାଇବା ପରେ ସରିଫଙ୍କ…