ପାକିସ୍ତାନ ନିର୍ବାଚନ କମିଶନ ବଡ ଧରଣର କାର୍ଯ୍ୟାନୁଷ୍ଠାନ; ୨୭୧ ସାଂସଦ ଏବଂ ବିଧାୟକଙ୍କୁ ନିଲମ୍ବିତ
ପାକିସ୍ତାନ ନିର୍ବାଚନ କମିଶନ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ୨୭୧ ସାଂସଦ ଏବଂ ବିଧାୟକଙ୍କ ସଦସ୍ୟତା ନିଲମ୍ବିତ କରିଛନ୍ତି। ଏହି ସାଂସଦ ଓ ବିଧାୟକ ନିଜର ସମ୍ପତ୍ତି ଓ ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ର ବିବରଣୀ ଜମା କରିପାରିନଥିଲେ। ପାକିସ୍ତାନ ନିର୍ବାଚନ କମିଶନ୍ ଏଭଳି ସାଂସଦଙ୍କ…