ଭାରତୀୟ ପାଇଲଟଙ୍କୁ ବନ୍ଦୀ କଲା ପାକିସ୍ତାନ: ଦେଖନ୍ତୁ ଭାଇରଲ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ-ପାକ୍ ସୀମାରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ପରିସ୍ଥିତି । ଗତକାଲି ଭାରତ କରିଥିବା ଏୟାରଷ୍ଟ୍ରାଇକ ପରେ ଆଜି ଭାରତର ଏକ ବିମାନକୁ କ୍ରାସ୍ କରିଛି ପାକିସ୍ତାନ । ପାକିସ୍ତାନ ସେନା ବୁଧବାର ସୀମା ପାର୍ କରି ଦୁଇଟି ଭାରତୀୟ ବାୟୁସେନା ବିମାନକୁ ଗୁଳି କରି ଖସାଇ…