ପାକିସ୍ତାନ ନିର୍ବାଚନ, ପରାସ୍ତ ହେଲା ହାଫିଜ୍ ସୟିଦର ପୁଅ
ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ମହମ୍ମଦ ହାଫିଜ୍ ସୟିଦଙ୍କ ପୁଅ ତାଲହା ସୟିଦ ଲାହୋରର ଏନ୍ଏ ୧୨୨ ଆସନରୁ ପାକିସ୍ତାନ ତେହରିକ-ଏ-ଇନସାଫ ସମର୍ଥିତ ଲତିଫ୍ ଖୋସାଙ୍କଠାରୁ ପରାସ୍ତ ହୋଇଛି।
ଲତିଫ ଖୋସା ୧ ଲକ୍ଷ ୧୭ ହଜାର ୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଲହା ସୟିଦଙ୍କୁ ମାତ୍ର ୨…