ଫ୍ରାନ୍ସ ଉତ୍ପାଦକୁ ବୟକଟ କରିବା ଟ୍ରେଣ୍ଡରେ ତୁର୍କୀ ଏବଂ ପାକିସ୍ତାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିଚର ସୈମୁଲ ପୈଟିଙ୍କ ବର୍ବର ହତ୍ୟାକାଣ୍ଡ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲନ୍ମା ମାକ୍ରୋନ୍ ଆତଙ୍କବାଦ ସାମ୍ନାରେ ମୁଣ୍ଡ ନୁଆଇଁବେନି ବୋଲି ବୟାନ ଦେଇଛନ୍ତି। ଏପରିକି ସେ ଏହି ହତ୍ୟାକାଣ୍ଡକୁ ଇସଲାମିକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଏହାର ଜବାବ ଦେଇ…